The Ultimate Managed Hosting Platform
ADVERTISEMENT

ପ୍ରେମକୁ ନେଇ ମୁହଁ ଖୋଲିଲେ ପରିଣୀତି !

Facebook
Twitter
LinkedIn

ମୁମ୍ବାଇ : ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହେଁ କେତେବେଳେ ରେଷ୍ଟୁରାଣ୍ଟରେ ନଜର ଆସୁଛନ୍ତି ତ କେତେବେଳେ ଏୟାରପୋର୍ଟରେ । ଏହାରି ଭିତରେ ଦୁହିଁଙ୍କର ନିର୍ବନ୍ଧର ପ୍ରସ୍ତୁତି ନେଇ ଆଲୋଚନା ହେଉଛି । ଏହି ବିବାହର ଖବର ମଧ୍ୟରେ ପରିଣୀତି ଚୋପ୍ରା ଇନଷ୍ଟାଗ୍ରାମରେ ଏପରି କିଛି ପୋଷ୍ଟ କରିଛନ୍ତି ଯେଉଁଥିରୁ ସୂଚନା ମିଳି ଯାଉଛି ଯେ ପରିଣୀତି ଏବେ ପ୍ରେମରେ ପଡିଯାଇଛନ୍ତି । ଲମ୍ବା ସମୟ ଧରି ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଡେଟ କରୁଛନ୍ତି । କାହାରିକୁ ବି ଏହି କଥା ଜଣା ନ ଥିଲା । କିନ୍ତୁ ରାଘବ ଚଢାଙ୍କ ସହ ପରିଣୀତିଙ୍କୁ ଏକ ରେଷ୍ଟୁରାଣ୍ଟରୁ ବାହାରୁଥିବା ସମୟରେ ଦେଖିବା ପରେ ଫ୍ୟାନ୍ସ ମାନେ ଏହାକୁ ନେଇ ଜୋରଦାର ଶେୟାର କରିଥିଲେ । ଏହାରି ଭିତରେ ଇନଷ୍ଟାଗ୍ରାମରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି ପରିଣୀତି । ଏହି ଭିଡିଓକୁ ଫ୍ୟାନ୍ସ ମାନେ ପରିଣୀତି ଏବଂ ରାଘବଙ୍କ ଭଲପାଇବା ସହ ଯୋଡି ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login