The Ultimate Managed Hosting Platform
ADVERTISEMENT

ପ୍ରସୂତି ମୃତ୍ୟୁ ; ମୃତଦେହ ରଖି ଧାରଣା

Facebook
Twitter
LinkedIn

ଯାଜପୁର : ପୁଣି ପ୍ରସୂତି ମୃତ୍ୟୁ ପରେ ମୃତଦେହ ରଖି ଧାରଣା ଦେଇଛନ୍ତି ପରିବାର । ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ଧାରଣା ଦେଇଛନ୍ତି । ୨୪ ତାରିଖରେ ସନ୍ତାନ ପ୍ରସବ ଲାଗି ଅସ୍ତ୍ରୋପଚାର କରାଯାଇଥିଲା । ପରେ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରିଥିଲେ ମେଡିକାଲ କର୍ତ୍ତୁପକ୍ଷ । କାଲି ରାତିରେ ମୃତ୍ୟୁ ହେବାରୁ ଚିକିତ୍ସା ଅବହେଳା ଅଭିଯୋଗରେ ହୋହଲ୍ଲା । ଗତ ୨୪ରେ ସେହି ମେଡିକାଲରେ ଆଉ ଜଣେ ପ୍ରସୂତିଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଭଙ୍ଗାରୁଜା ହୋଥିବା ବେଳେ କର୍ତ୍ତୁପକ୍ଷ ତାଲା ମାରି ଚମ୍ପଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login