The Ultimate Managed Hosting Platform
ADVERTISEMENT

ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ଓଡିଶାକୁ ବାଛିଥିବାରୁ ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

Facebook
Twitter
LinkedIn

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ ଚଳିତ ଥର ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଏପରି ହେବା ଦ୍ୱାରା ଓଡ଼ିଶାକୁ ସାରା ବିଶ୍ୱର ଲୋକ ଜାଣିଲେ । ଏଠିକାର ଲୋକଙ୍କ ଆତିଥ୍ୟ ମଧ୍ୟ ଜାଣିବାକୁ ପାଇଲେ । ମୁଁ ଯେତେ ଲୋକଙ୍କୁ ଭେଟିଲାଣି ସମସ୍ତେ କହୁଛନ୍ତି ଏଠିକାର ଲୋକଙ୍କ ଆତିଥ୍ୟ ବହୁତ ଭଲ । ଏଠିକାର ଆତିଥ୍ୟ କୁ ବୈଷୟିକ ସ୍ତରର ଅତିଥି ମାନେ ବହୁତ ପସନ୍ଦ କରିଛନ୍ତି । ଏଠିକାର ପରିବେଶ କୁ ପସନ୍ଦ କରିଛନ୍ତି । ଏହା ସହ ରାଜ୍ୟ ସରକାର ଙ୍କ ଆୟୋଜନ ବହୁତ ଉଚ୍ଚସ୍ତରୀୟ ହୋଇଛି ବୋଲି କହୁଛନ୍ତି । ଗୋଟେ ଆନ୍ତର୍ଜାତିକ ସ୍ତରର ଉତ୍ସବ ଆମ ରାଜ୍ୟ ପାଳନ କରି ପାରିଛି ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଧନ୍ୟବାଦ ଦେଉଛି

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login