The Ultimate Managed Hosting Platform
ADVERTISEMENT

ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି , ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ

Facebook
Twitter
LinkedIn

ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା । ବିଶେଷକରି ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ସୁକମା ଜିଲ୍ଲାର ଝାପ୍ରା ପୋଲ ଉପରେ ତିନିରୁ ଚାରି ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ମାଲକାନଗିରିରୁ ସୁକମାକୁ ଯାତାୟାତ ଠପ ହୋଇଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login