The Ultimate Managed Hosting Platform
ADVERTISEMENT

ପୂର୍ବପୁରୁଷଙ୍କୁ ଅସମ୍ମାନ ନ କରୁ ପ୍ରଶାସନ : ଧର୍ମେନ୍ଦ୍ର ପ୍ରଧାନ

Facebook
Twitter
LinkedIn

ଭୁବନେଶ୍ୱର : ବରପୁତ୍ର ନବକୃଷ୍ଣ ଚୈାଧୁରୀଙ୍କ ମୂର୍ତ୍ତିକୁ ନେଇ ବିବାଦ ପ୍ରସଙ୍ଗ । ଓଡିଶାର ପ୍ରଶାସନକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ସମ୍ମାନ କରନ୍ତୁ କି ନ କରନ୍ତୁ , ହେଲେ ପୂର୍ବ ପୁରୁଷଙ୍କୁ ଅସମ୍ମାନ ନ କରନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୂର୍ତ୍ତିକୁ ନେଇ ଉପୁଜିଥିବା ବିବାଦ ଦୁଃଖ ଦାୟକ । ପ୍ରତିମୂର୍ତ୍ତି ସ୍ଥାପନା ବେଳେ ପ୍ରଶାସନ ଅଧିକ ଯତ୍ନବାନ ହେବା ଆବଶ୍ୟକ । ପରିବାର ଓ ବିଶେଷଜ୍ଞଙ୍କ ପରାମର୍ଶ ନେଉ ପ୍ରଶାସନ । ସଠିକ ପ୍ରତିମୂର୍ତ୍ତି ସ୍ଥାପନ ସହ ଯଥୋଚିତ ସମ୍ମାନ ଦେଉ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login