The Ultimate Managed Hosting Platform
ADVERTISEMENT

ପୂର୍ତ୍ତ ବିଭାଗରେ ପିସି ନାହିଁ –ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଆମ ବିଭାଗରେ ପିସି ନାହିଁ ବୋଲି କହିଲେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଯେତେବେଳେ ଯିଏ ପିସି ନେଉଛି ଭିଜିଲାନ୍ସ ଦ୍ୱାରା ଧରାପଡୁଛି । ଆମ ବିଭାଗରେ ଭଲ ଅଫିସର ଅଛନ୍ତି , କେବେ ପିସି ନିଅନ୍ତିନି । ପୂର୍ତ୍ତ ବିଭାଗ ଜିରୋ କରପ୍ସନ ପଲିସି ଅବଲମ୍ବନ କରୁଛି କହିଲେ ସଚିବ । ଯେଉଁଠି ଭୁଲ ହେବ , କଣ୍ଟ୍ରାକ୍ଟର ହେଉ କି ଅଫିସର କାହାକୁ ଛାଡିବୁନି ।

ନବ ହତ୍ୟା : ଚିଠି ମାଗିଲେ ଜୟ ନାରାୟଣ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login