ମହାକାଳପଡା : କେନ୍ଦ୍ରାପଡା ମହାକାଳପଡାରେ ବିଜେଡି ଗଡ ଭୁଶୁଡିଲା । ଅନାସ୍ଥାରେ ହାରି ପଦ ହରାଇଲେ ମହାକାଳପଡା ବ୍ଲକ ଅଧ୍ୟକ୍ଷା । ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି। ଅନାସ୍ଥା ସପକ୍ଷରେ ୪୯ଟି ଭୋଟ ପଡ଼ିଥିଲା। ଏଣେ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ ଭୋଟ ଦାନରୁ ବିରତ ରହିଥିଲେ।
Views: 53