The Ultimate Managed Hosting Platform
ADVERTISEMENT

ପୁଣି ଥରେ ମା ହେବେ ଭାରତୀ

Facebook
Twitter
LinkedIn

ମୁମ୍ବାଇ : ପୁଣି ଥରେ ମା’ ହେବେ କମେଡିଆନ୍ ଭାରତୀ ସିଂ । ଏହି ଖୁସି ଖବରକୁ ସେ ନିଜେ ଏକ ଫଟୋ ସହିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବେବି ବମ୍ପକୁ ଫ୍ଲାଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଏଥି ସହିତ ସେହି ଫଟୋରେ ତାଙ୍କ ସ୍ବାମୀ ହର୍ଷ ଲିବାଚିୟାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀଙ୍କ ଏକ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି । ଯେଉଁଥିରେ ଭାରତୀଙ୍କ ବେବି ବମ୍ପକୁ ତାଙ୍କ ସ୍ବାମୀ ଧରିଥିବାର ଦେଖିବାକୁ ମିଳିଛି । ସେୟାର ହୋଇଥିବା ଏହି ପୋଷ୍ଟରେ ଉଭୟେ ଖୁସି ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବା ସହିତ ସେମାନେ ପୁଣି ଥରେ ବାପା-ମା ହେବାକୁ ଯାଉଛନ୍ତି ବୋଲି କ୍ୟାପସନରେ ଲେଖିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଭାରତୀ ଭାରତୀ ୩ ଏପ୍ରିଲରେ ପୁତ୍ର ସନ୍ତାନକୁ ଜନ୍ମ କରି ପ୍ରଥମ ଥର ପାଇଁ ମା’ ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login