ପଟ୍ଟାମୁଣ୍ଡାଇ : ଦ୍ୱିତୀୟ ବିବାହ କରୁଥିବା ସ୍ୱାମୀକୁ ନିସ୍ତୁକ ଛେଚିଲା ପତ୍ନୀ । ପଟ୍ଟାମୁଣ୍ଡାଇ ଏସଡିଜେଏମ କୋର୍ଟ ପରିସରରେ ପତ୍ନୀର ହଙ୍ଗାମା । ଲୁଚି ଛପି ଦ୍ୱିତୀୟ ବିବାହ କରୁଥିବା ବେଳେ ସ୍ୱାମୀକୁ ନିସ୍ତୁକ ମାଡ । ତନୁପୁର ଗାଁ ଦମ୍ପତି ୧୫ ବର୍ଷ ତଳେ ବିବାହ କରିଥିଲେ । କୈାଣସି ପୁଅ ନ ହେବାରୁ କୋର୍ଟରେ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ । ଏଣୁ ସ୍ତ୍ରୀ ଏହା ଜାଣି ପାରି କୋର୍ଟ ପରିସରରେ ପହଁଚିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ସ୍ୱାମୀଙ୍କୁ ନିର୍ଧୁମ ଛେଚିଥିଲେ ସ୍ତ୍ରୀ । ତେବେ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଚଳାଇଛି ।
Views: 60