The Ultimate Managed Hosting Platform
ADVERTISEMENT

ବାଂଲାଦେଶୀ ଚିହ୍ନଟ ପାଇଁ ପିଆଇଏଲ

Facebook
Twitter
LinkedIn

ଭୁବନେଶ୍ୱର : ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଜନସ୍ୱାର୍ଥ ମାମଲା । ସ୍ପେଶାଲ ଟାସ୍କ ଫୋର୍ସ ଗଠନ ପାଇଁ ଆବେଦନ । ଚିହ୍ନଟ ସହ ଦେଶାନ୍ତର କରିବାକୁ ଆବେଦନ । ଜନସ୍ୱାର୍ଥ ମାମଲା କଲେ ଆଇନଜୀବୀ ଶିବଶଙ୍କର ମହାନ୍ତି । କେନ୍ଦ୍ର , ରାଜ୍ୟ ସରକାର , ପୋଲିସ ଡିଜି , କମିଶନର ପକ୍ଷଭୁକ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login