ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ସିଆଇଡି-ସିବି ଡାରେକ୍ଟର ଜେନେରାଲଙ୍କୁ ଚିଠି । ହତ୍ୟା ମାମଲାର ପରିଚାଳନା ପାଇଁ ୨ ଅଭିଜ୍ଞ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି । ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର, ଅବିନାଶ ପାଢୀଙ୍କୁ ନିୟୋଜିତ ପାଇଁ ଚିଠି । ସିବିଆଇର ଅବସରପ୍ରାପ୍ତ ଆଡିସିନାଲ ଲିଗାଲ ଆଡଭାଇଜର କାଳୀଚରଣ ମିଶ୍ର ଓ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅବିନାଶ ପାଢୀ । ଏହା ଏକ ସମ୍ବେଦନ ଶୀଳ ମାମଲା ହୋଇଥିବାରୁ ଏମାନଙ୍କ ନିଯୁକ୍ତି ପାଇଁ ଗୃହ ବିଭାଗକୁ ସୁପାରିଶ ପାଇଁ ଜଣାଇଛନ୍ତି । ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୪ ଜଣ ଗିରଫ ହୋଇଛନ୍ତି ।
Views: 51











