ନୂଆଦିଲ୍ଲୀ : “ଅପରେସନ ସିନ୍ଦୂର” ବିତର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବଡ ମନ୍ତବ୍ୟ । ପହଲଗାମ ଆକ୍ରମଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ରଖିଲେ ମତ । ଅପରେସନ ମହାଦେବରେ ନିହତ ୩ ଆତଙ୍କବାଦୀଙ୍କ ତଥ୍ୟ ଦେଲେ । ପହଲଗାମ ଆକ୍ରମଣରେ ଯେଉଁ ୩ ଆତଙ୍କୀ ଆକ୍ରମଣ କରିଥିଲେ ମୃତ । ଯେଉଁ ଆତଙ୍କବାଦୀ ଟୁରିଷ୍ଟଙ୍କୁ ମାରିଥିଲେ , ଆମେ ସେମାନଙ୍କୁ ମାରିଛୁ । ଆତଙ୍କୀ ସୁଲେମାନ , ଆଫଗାନ , ଜୀବ୍ରନ ମୃତ ବୋଲି ଗୃହକୁ ଅବଗତ କଲେ । ଆର୍ମି , ସିଆରପିଏଫ , ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନରେ ସଫଳତା । ସାଧାରଣ ନାଗରିକଙ୍କୁ ଧର୍ମ ପଚାରି ପରିବାର ପରିବାର ସାମ୍ନାରେ ମାରିଥିଲେ ।
ଅପରେସନ ସିନ୍ଦୂରକୁ ନେଇ ସଂସଦରେ ମଙ୍ଗଳବାର କ୍ରମାଗତ ୨ୟ ଦିନ ପାଇଁ ଆରମ୍ଭ ହୋଇଛି ବିତର୍କ । ଏହି ବିତର୍କରେ ଉଭୟ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ଅଂଶଗ୍ରହଣ କରିଛନ୍ତି । ପହଲଗାମ ଆକ୍ରମଣରେ ଯେଉଁମାନେ ଆମ ୨୬ ନାଗରିକଙ୍କୁ ହତ୍ୟା କରିଥିଲେ ସେମାନ ଅପରେସନ ମହାଦେବରେ ନିହତ ହୋଇଛନ୍ତି ।
ଅମିତ ଶାହା କହିଛନ୍ତି, ସେନାକୁ କାର୍ୟ୍ୟାନୁଷ୍ଠାନ ନେବା ଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା । ସେମାନେ ଆତଙ୍କବାଦୀଙ୍କ ଠିକଣାକୁ ଚୂରମାର କରିଦେଇଛନ୍ତି । ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ଆମେ ସେମାନଙ୍କ ଘରେ ପଶି ମାରିଲୁ । ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ । ଆତଙ୍କୀମାନଙ୍କୁ ମାରି ଭାରତୀୟ ସେନା, ସିଆରପିଏଫ, ଜମ୍ମୁ-କଶ୍ମୀର ପୋଲିସ ମିଳିତ ଭାବେ ଅପରେସନ ମହାଦେବକୁ ସଫଳ କରାଇଛନ୍ତି।
ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ମୃତ , ଦ୍ୱିତୀୟ ଦିନରେ ଚାଲିଛି ମହାବିତର୍କ
Facebook
Twitter
LinkedIn
Facebook
Twitter
LinkedIn
Recent News
Parhaat Sweepstakes Casinon bonukset ilman talletusta oikean rahan palkintoihin elokuussa 2026
Kun olet valinnut talletusvapaan kasinobonuksen ja lunastanut sen (varmista), Pottila alue että täytät kierrätysvaatimukset annetun aikarajan sisällä. Etsitpä sitten uutta...
The official website for Indian players is RajBet Online Casino.
No additional promo code is mandatory for base participation; the bonus relates to the initial deposit and fulfills standard wagering...
Top 10 USA Online Casinos for Real Money support and incident response before launch Gambling in 2026
This blackjack game offers the best odds of any in the US. If the dealer busted with a 22, remaining...
Top Online Casinos for Real Money in 2026
New players in the online gambling world are advised to use cryptocurrency when engaging with top mobile casinos. By depositing...







