The Ultimate Managed Hosting Platform
ADVERTISEMENT

ପରିବା ବୋଝେଇ ପିକଅପ ଦୁର୍ଘଟଣା, ଡ୍ରାଇଭର ମୃତ

Facebook
Twitter
LinkedIn

ବାଲିଗୁଡା : ଦାରିଙ୍ଗିବାଡି ଶ୍ରାନିକେତା ଘାଡି ରାସ୍ତାରେ ପିକଅପ ଦୁର୍ଘଟଣା । ଘଟଣାସ୍ଥଳରେ ଡ୍ରାଇଭର ମୃତ , ହେଲପର ଗୁରୁତର ଆହତ । ଘନ କୁହୁଡି ଯୋଗୁ ଗଛରେ ପିଟି ହେଲା ପରିବା ବୋଝେଇ ପିକଅପ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇଯାଇଥିବା ଚାଳକଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ । ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ମଧ୍ୟ କଲ କରିଥିଲେ ସ୍ଥାନୀୟ ଲୋକ । ବହୁ ଚେଷ୍ଟା ପରେ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login