The Ultimate Managed Hosting Platform
ADVERTISEMENT

ପଇଡ ପାଇଁ ଜୀବନ ଗଲା

Facebook
Twitter
LinkedIn

ପୁରୀ : ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା । ବାସେଳିସାହି ମଶାଣି ଚଣ୍ଡୀ ସାହିରେ ହତ୍ୟାକାଣ୍ଡ । ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି ହତ୍ୟା । ଘରେ ପଡିଛି ରକ୍କାକ୍ତ ମୃତଦେହ , ବାସେଳିସାହି ପୋଲିସର ତଦନ୍ତ । ସୂଚନା ଅନୁସାରେ, କୁନାଙ୍କ ଅନ୍ୟ ଜଣେ ଯୁବକଙ୍କ ସହିତ ପଇଡ଼ ତୋଳାକୁ କେନ୍ଦ୍ର କରି ବିବାଦ ହୋଇଥିଲା । କୁନା ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପଶି ତାଙ୍କୁ ହାଣିଥିଲେ । ଫଳରେ କୁନାଙ୍କର ମୃତ୍ୟୁ ହୋଇଛି । ଖବରପାଇ ବାସେଳିସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login