The Ultimate Managed Hosting Platform
ADVERTISEMENT

ନୂତନ ବସ ଷ୍ଟାଣ୍ଡ ନିର୍ମାଣ ଓ ରିଂ ରୋଡ ସମ୍ପ୍ରସାରଣ କାର୍ଯ୍ୟ କୁ ତଦାରଖ କଲେ
ମେୟର ସୁବାସ ସିଂହ ଓ କମିଶନର ନିକିଲ ପବନ କଲ୍ୟାଣ

Facebook
Twitter
LinkedIn

କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂହ ଓ କମିଶନର ଶ୍ରୀ ନିଖିଳ ପବନ କଲ୍ୟାଣ ନେତାଜୀ ବସ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ର ସମୀକ୍ଷା କରିଛନ୍ତି. ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ୧୦୦୦ ବର୍ଷ ର କଟକ ସହର କୁ ସ୍ମାର୍ଟ ସହର କରିବା ପ୍ରାୟ ୬୫ କୋଟି ବିନିମୟରେ ନୂତନ ନେତାଜୀ ବସ ଟର୍ମିନାଲ ୧୧.୦୬.୨୦୨୧ ରିଖ ରେ ନେତାଜୀ ବସ ଟର୍ମିନାଲ ନାମରେ ଶୁଭାରାମ୍ଭହ କରିଥିଲେ . ନିର୍ମାଣ କାର୍ଯ୍ୟର ଅଗ୍ରଗତି କୁ ଆଜି କଟକ ମହାନଗର ନିଗମ ମେୟର ସୁବାସ ସିଂହ ଓ କମିଶନର ଶ୍ରୀ ନିଖିଳ ପବନ କଲ୍ୟାଣ ସମୀକ୍ଷା କରିବା ସହିତ କିପରି କାର୍ଯ୍ୟ ର ଧାରା କୁ ତ୍ଵରାନିତ୍ଵ କରାଯାଇପାରିବ ସେ ବିଷୟରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ . ମୋଟ ୧୭ ଏକର ପରିମିତ ଜାଗାରୁ ୨ ଏକର ମାର୍କେଟ କଂପ୍ଲେକ୍ସ ପାଇଁ ରଖାଯାଇଛି . ଅବଶିଷ୍ଟ ୧୫ ଏକର ଜାଗାରେ ବସ ଷ୍ଟାଣ୍ଡ କାର୍ଯ୍ୟ ଚାଲୁ ଅଛି . ଏହି ବସ ଷ୍ଟାଣ୍ଡ ରେ ସରକାର , ବେସରକାରୀ , ମୋ ବସ ଇତ୍ୟାଦି ବସ ରହିବାର ଵେବସ୍ତା କରାଯିବାର ଅଛି . ଏହା ସହ ଯାତ୍ରୀ ମାନଙ୍କ ନିମନ୍ତେ ଆଶ୍ରୟ ସ୍ତଳୀ , ସ୍ୱଚ୍ଛ ପାନୀୟ ଵେବସ୍ତା ଅତ୍ୟାଧୁନିକ ଶୌଚାଳୟ ଆଦିର ସୂବେବସ୍ତା ରହିଛି . ଏହି କାର୍ଯ୍ୟରେ ୫୫୦ କୁଶଳୀ ଶ୍ରମିକ ନିୟୋଜିତ ରହିଥବା ବେଳେ ଆଗାମୀ 2023ସୁଧା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଲଖ୍ୟ ଧାର୍ଯ୍ୟ ଅଛି . ଟ୍ରାଫିକ ଵେବସ୍ଥାକୁ ମଧ୍ୟ ଧ୍ୟାନ ରଖି ସମସ୍ତ ଵେବସ୍ତା କରାଯାଇଥିବାର ଅଧିକାରୀ ମାନେ ମାନ୍ୟବର ମେୟରଙ୍କ ବୁଝେଇଦେଇଥିଲେ . ଏହା ସହ ରିଂ ରୋଡ ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା , ଉଛେଦ କାର୍ଯ୍ୟକୁ ସମ୍ପର୍ଣ କରି ବସ୍ତି ବାସିନ୍ଦା ଙ୍କୁ ଥଇଥାନ କରିବା , କ୍ଷତିଗ୍ରସ୍ତ ପରିବାର କୁ ସାହାଯ୍ୟ ପ୍ରଦାନ କରିବା ଆଦି କାମକୁ ତ୍ୱରାନ୍ୱିତ କରାଯିବ ବୋଲି ମେୟର ପ୍ରକାଶ କରିଥିଲେ .ରିଂ ରୋଡ କୁ ସିକ୍ସ ଲେନ ବିଶିଷ୍ଟ କରିବା ପାଇଁ କାମ ଖୁବ ଶୀଘ୍ର ଆରମ୍ଭ କରିବା କଥା ମାନ୍ୟବର ମେୟର ପ୍ରକାଶ କରିଛନ୍ତି ,
ଏହି କାର୍ଯ୍ୟ କ୍ରମରେ ଡେପୁଟି ମେୟର ଦମୟନ୍ତୀ ମାଝୀ , ଡେପୁଟି କମିଶନର ଅଜୟ ମହାନ୍ତି. କର୍ପୋରେସନ ପ୍ରୋଜେକ୍ଟ ମ୍ୟାନେଜେର ନିକଳନନ୍ଦ , ତାପସ କୁମାର ଦାସ , ଆଶିଷ ଦାସ , ସ୍ୱାସ୍ଥ କମିଟି ଅଧକ୍ଷା ଦିପ୍ତିମୟୀ ମୁଲିଆ , କର୍ପୋରେଟର ପ୍ରଦୀପ କିଶୋର ଖୁଣ୍ଟିଆଙ୍କ ସହ ବହୁ ମୁରବି ଶ୍ରେଣୀୟ ବେକଟି ବିଶେଷ ଉପସ୍ଥିତ ଥିଲେ.

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login