The Ultimate Managed Hosting Platform
ADVERTISEMENT

ନୂଆ ଲୁକରେ ନଜର ଆସିଲେ କରୀନା ଓ ମଲାଇକା

Facebook
Twitter
LinkedIn

ମୁମ୍ବାଇ : ବଲିଉଡର କଳାକାରମାନେ ସର୍ବଦା ନିଜର ଫ୍ୟାସନ ସେନ୍ସ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଡିଜାଇନର ଡ୍ରେସ ଦେଖି ଫ୍ୟାନ୍ସମାନେ ମଧ୍ୟ ଆକର୍ଷିତ ହୋଇଥାନ୍ତି । ତେବେ ନିକଟରେ କରୀନା କପୁର ଖାନ ଓ ମଲାଇକା ଅରୋରାଙ୍କୁ ଏକ ଭିନ୍ନ ଡିଜାଇନ୍ର ପୋଷାକରେ ଦେଖିବାକୁ ମିଳିଥିଲା ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଗ୍ଲାମର ଏବଂ ଷ୍ଟାଇଲରେ ବଲିଉଡର ଅଭିନେତ୍ରୀ କରୀନା କପୁର ଖାନ ଏବଂ ମଲାଇକା ଆରୋରା ସବୁବେଳେ ନିଜର ଫ୍ୟାଶନ ସେନ୍ସ ପାଇଁ ଲାଇମଲାଇଟରେ ରୁହନ୍ତି । ତେବେ ନିକଟରେ ହୋଇଥିବା ଏକ ଷ୍ଟାର ଷ୍ଟଡେଡ ପାର୍ଟିରେ ସେମାନେ ଏକ ଆଙ୍କଲ ଲେଙ୍ଗଥ୍ କଫ୍ତାନ ଡ୍ରେସ ସହ ଅନ୍ୟ ଜୁଏଲାରୀରେ ନଜର ଆସିଥିଲେ ଯାହା ପୁଣି ଥରେ ଫ୍ୟାନ୍ସଙ୍କ ପାଇଁ ଚର୍ଚ୍ଚା ଆରମ୍ଭ କରିଛି । ଏହି କଫ୍ତାନ୍ ଡ୍ରେସର ଦୁଇ ସେଲିବ୍ରିଟିଙ୍କୁ ଦେଖି ଫ୍ୟାନ୍ସମାନେ ଆକର୍ଷିତ ହୋଇଛନ୍ତି । ଦୁହେଁ କଫତାନ ଡ୍ରେସ ଟ୍ରେଣ୍ଡକୁ ପୁଣି ଫେରାଇ ଆଣିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login