ପିପିଲି : ପିପିଲି ବଳଙ୍ଗା ନାବାଳିକାର ଶରୀର ଉପରିଭାଗ ପ୍ରାୟ ୭୦ ପ୍ରତିଶତ ପୋଡିଛି । ଭୁବନେଶ୍ୱ ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଡିଜିପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , ଏସପି ନିଜେ ଅନୁଧ୍ୟାନ କରୁଛନ୍ତି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରିବୁ । ଏହା ଅଭାବନୀୟ ଘଟଣା , ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାସ୍ଥଳ ବାୟାବରରେ ପୁରୀ ଏସପି ପିନାକ ିମଶ୍ର ପରିଦର୍ଶନ କରିଛନ୍ତି । ଘଟଣାସ୍ଥଳ ଦେଖିଲା ପରେ ଏସପି ପ୍ରତିକ୍ରିୟା ଦେଇ କହିଛନ୍ତି , ସ୍ପେଶାଲ ଟିମ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ , ଗୁରୁତର ସହ ନେଇଛୁ । କାହାରିକୁ ଅଟକ କରାଯାଇନି , କେବଳ ପଚରାଉଚରା ଜାରି ରହିଛି । ଫୋରେନସିକ ଟିମ ମଧ୍ୟ ଯାଞ୍ଚ ଆରମ୍ଭ କରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି । କେତେ ଜଣ ସମ୍ପୃକ୍ତ , ପୀଡିତା ସେଠାକୁ କିପରି ଆସିଲେ ତଦନ୍ତ ଚାଲିଛି । ପୀଡିତା ଚିକିତ୍ସୀଧୀନ ଥିବାରୁ ପଚରାଉଚରା ହୋଇ ପାରିନି । ଯାହାର ସମ୍ପୃକ୍ତ ପ୍ରମାଣ ମିଳିବ କଠୋର କାର୍ଯ୍ୟାନୁଷ୍ଠାନ ହେବ ।
ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡିଛି !
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







