The Ultimate Managed Hosting Platform
ADVERTISEMENT

ନବୀନ ନିବାସରୁ ଦୀପାଳିଙ୍କୁ ଆସିଲା ଡାକରା!

Facebook
Twitter
LinkedIn

ଭୁବନେଶ୍ୱର : ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ଆସିଥିବା ବେଳେ ନବୀନ ନିବାସରୁ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ଡାକରା ଆସିଥିବା ଚର୍ଚ୍ଚା ହେଉଛି । ଆଜି ଦଳୀୟ ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ଜାରି କରି ଯାଜ୍ଞସେନୀ କହିଥିଲେ, ବିଜେଡି ଲୋକ ଏଠାରେ ବିଜେତି ନେତାଙ୍କ ବିରୋଧରେ କାମ କରୁଛନ୍ତି । ଏମିତି ହେଲେ ଝାରସୁଗୁଡାରେ ବିଜେଡି ଭାଙ୍ଗିଯିବ । ଆଦିବାସୀ ମହିଳା ହୋଇଥିବାରୁ ହଇରାଣ କରାଯାଉଥିବା କହିଥିଲେ ଯାଜ୍ଞସେନୀ । ଅନାସ୍ଥା ପଛରେ ଦୀପାଳିଙ୍କର ହାତ ଥିବା ଅଭିଯୋଗ ପରେ ନବୀନ ନିବାସରୁ ଡାକରା ଆସିଥିବା ଚର୍ଚ୍ଚା ହେଉଛି । ତେବେ ନବୀନ ନିବାସରେ ବ୍ରଜରାଜନଗର କଳି ପହଞ୍ଚିଥିବା ବେଳେ ଏହାର ସମାଧାନ ହେଉଛି କି ନାହିଁ ତାହା ଦେଖିବା ବାକି ରହିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login