ଶୀତଦିନେ ତ୍ୱଚାର ଯତ୍ନ ନେବାନିହାତି ଜରୁରୀ ହୋଇଥାଏ । ସ୍କିନ ଅଧିକ ଡାଏ ହେବାରୁ ବହୁତ ଚିନ୍ତା ଲାଗେ । ଶୀତ ଦିନରେପ୍ରାୟ ସମସ୍ତେ ଭିନ୍ନ ଭିନ୍ନ କ୍ରିମଲଗାଇଥାନ୍ତି । ଯଦି ଆପଣ ଥଣ୍ଡାରେ ହେଉଥିବା ସ୍କିନ ସମ୍ବନ୍ଧିତ ସମସ୍ୟାକୁ ଭାବି ଭାବି ଚିନ୍ତିତ ହେଉଛନ୍ତି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଆଜି ଆମେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବାକୁ ଯାଉଛୁ ।ତେବେ ଆସନ୍ତୁ ଜାଣିବା ସେହି ଫେସ୍ ପ୍ରଡକ୍ଟ ବିଷୟରେ ଯାହା ଶୀତଦିନେ ଆପଣଙ୍କ ସ୍କିନକୁ ଭଲ ରଖିବାରେ ସାହାଯ୍ୟ କରିଥାଏ ।କଞ୍ଚା ଅବା ପାଚିଲା କଦଳୀ ଉଭୟର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ତେବେ କଦଳୀ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ ।ହଁ, ଯେଉଁ କଦଳୀ ଚୋପାକୁ ଆମେ ଖରାପ ଭାବି ଫିଙ୍ଗି ଦେଉ, ତାହା ସ୍କିନ ପାଇଁ ଅନେକ ଦିଗରେ ଲାଭଦାୟକ ପ୍ରମାଣିତ ହୁଏ । କଦଳୀ ଚୋପାକୁ ଫେସରେ ଲଗାଇ ସ୍କିନର ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ।
କଦଳୀ ଖାଇବା ପରେ, ଏହାର ଚୋପାକୁ ଫୋପାଡ଼ି ଦେବା ପରିବର୍ତ୍ତେ, ଏହାକୁ ମୁହଁରେ ଘଷନ୍ତୁ । କଦଳୀ ଚୋପାକୁ ଭିତରୁ ଘଷିବାକୁ ପଡିବ । ଏହା ପରେ, ଏହାକୁ ୨୦ମିନିଟ୍ ପାଇଁ ଏପରି ଛାଡି ଦିଅନ୍ତୁ ଏବଂ ତା’ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା ଏକ ଆଣ୍ଟି-ଏଜିଙ୍ଗ୍ ଏଜେଣ୍ଟ ଭାବରେ କାମ କରିବ ଏବଂ ଦାଗ ଦୂର ହୋଇଯିବ ।
ତେବେ ଆପଣ କଦଳୀ ଚୋପାକୁ ସ୍କ୍ରବ୍ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ କଦଳୀ ଚୋପାକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ଅଧ ଚାମଚ ହଳଦୀ ମିଶାନ୍ତୁ । ଆପଣ ସେଥିରେ କିଛି ଚିନି ଏବଂ ମହୁ ମିଶାନ୍ତୁ । ଏହି ପେଷ୍ଟକୁ ସ୍କ୍ରବ୍ ଭାବରେ ଘଷନ୍ତୁ । ଏହାକୁ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ଦେଖିବେ ଏହା ଆପଣଙ୍କ ମୁହଁକୁ ଉଜ୍ଜ୍ୱଳ କରିବ ।
ସ୍କିନ ପାଇଁବେଶ ଉପକାରୀ କଦଳୀ ଚୋପା!
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











