The Ultimate Managed Hosting Platform
ADVERTISEMENT

ଦ୍ୱିତୀୟ ଦିନରେ ଧୁମ ମଚାଉଛି ଟାଇଗର-୩, ଜଓ୍ଵାନକୁ ପକାଇଲା ପଛରେ

Facebook
Twitter
LinkedIn

ମୁମ୍ବାଇ : ସଲମାନଙ୍କ ଫିଲ୍ମ ‘ଟାଇଗର ୩’ ଦୀପାବଳିରେ ରିଲିଜ ହୋଇ ଜବରଦସ୍ତ ଆୟ କରୁଛି । ସଲମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ପ୍ରଥମ ଦିନରେ ୪୪ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ରେକର୍ଡ ଆୟ କରିଛି । ପ୍ରଥମ ଦିନରେ ଫିଲ୍ମ ଗଦର ୨ ଏବଂ ଦ୍ୱିତୀୟ ଦିନରେ ଫିଲ୍ମ ଜଓ୍ଵାନ ଆୟକୁ ପଛରେ ପକାଇଛି ‘ଟାଇଗର ୩’ । ଓପନିଂ ଡେ’ରେ ସଲମାନ ଖାନଙ୍କ କୌଣସି ଫିଲ୍ମ କେବେ ହେଲେ ଏତେ ଟଙ୍କା ଆୟ କରି ନଥିଲା ।
ସଲମାନଙ୍କ ଟାଇଗର ୩ ଦ୍ୱିତୀୟ ଦିନରେ ପାଖାପାଖି ୫୭.୫୦ କୋଟି ଆୟ କରିଛି । ଏହାସହିତ ୧୦୦କୋଟି କ୍ଲବରେ ସାମିଲ ହୋଇଛି । ସନି ଦେଓ୍ଵଲଙ୍କ ଫିଲ୍ମ ଗଦର ୨ ପ୍ରଥମ ଦିନ ଅପେକ୍ଷା ଅଧିକ ୪୩ କୋଟି ଟଙ୍କା ଆୟ କରିଥିଲା । ସେହିପରି ଜଓ୍ଵାନ ଦ୍ୱିତୀୟ ଦିନରେ ୫୩ କୋଟି ଆୟ କରିଥିଲା । ହେଲେ ଟାଇଗର ୩ ଏସବୁକୁ ପଛରେ ପକାଇ ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login