The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ ମାସକରେ ଗଲାଣି ୫୦୫ ମୁଣ୍ଡ

Facebook
Twitter
LinkedIn

ଭୁବନେଶ୍ୱର : ସଡକ ସୁରକ୍ଷା ମାସରେ ସଡକ ଦୁର୍ଘଟଣା ନେଇଛି ୫୦୫ ମୁଣ୍ଡ । ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କବ ଉତ୍ତର । ଗୋଟିଏ ମାସରେ ୮୪୮ ଦୁର୍ଘଟଣାରୁ ୪୭୨ ଜଣ ଆହତ । ବର୍ଷକୁ ସଡକ ଦୁର୍ଘଟଣାରେ ୫୪୩୩ ଜଣଙ୍କ ମୃତ୍ୟୁ ହୋଇଛି । ସଡକ ସୁରକ୍ଷା ସଚେତନତା ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୮୯ ଲକ୍ଷ ଟଙ୍କା । ୨୦୨୫ରେ ସଡ଼କ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ ପାଇଁ ରାଜ୍ୟ ସରକାର ବିଭିନ୍ନ ଆର୍ଟିଓକୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଓଡ଼ିଶାରେ ବିଗତ ୫ ବର୍ଷରେ ହାରାହାରି ବାର୍ଷିକ ସଡ଼କ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୩୬୬ରେ ପହଞ୍ଚିଛି । ସେହିଭଳି ଦୁର୍ଘଟଣାରେ ଆହତ ସଂଖ୍ୟା ହାରାହାରି ୧୦ ହଜାର ୮ ରହିଛି । ଉଦବେଗଜନକ ତଥ୍ୟ ହେଉଛି ଏଭଳି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ହାରାହାରି ୫ ହଜାର ୪୩୩ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login