ଭବାନୀପାଟଣା : ଚାଷଜମିରେ ଦୁଇ ନାବାଳକ ଭାଇଙ୍କୁ ଦଳିଦେଲା ହାତୀ । ବଡ ଭାଇର ଜୀବନ ଯାଇଥିବା ବେଳେ ଗୁରୁତର ସାନ ଭାଇ ମେଡିକାଲରେ ଭର୍ତ୍ତି । ମୃତକ ହେଲେ କାଣୁ ମାଝୀଙ୍କ ୭ ବର୍ଷର ପୁଅ ରବି ମାଝୀ । ଗୁରୁତର ହେଲେ ସାମରି ମାଝୀ । ଲାଞ୍ଜିଗଡ ଥାନା କୁନାକାଡୁ ଗାଁରେ ହାତୀ ଆକ୍ରମଣ ହୋଇଛି । ଚାଷ ଜମିରେ ଥିବା କୁଡିଆକୁ ଯିବା ବେଲେ ଦଳିଦେଲା ହାତୀ ।
Views: 77











