The Ultimate Managed Hosting Platform
ADVERTISEMENT

କେନ୍ଦୁଝର-କରଞ୍ଜିଆ ସୀମାରେ ବାଘ ପାଦ ଚିହ୍ନ ଠାବ

Facebook
Twitter
LinkedIn

କେନ୍ଦୁଝର : ପାଟଣା ରେଞ୍ଜ ମାଛଗଡରେ ମହାବଳ ବାଘର ପାଦ ଚିହ୍ନ ଠାବ । ବାଘ ପାଦ ଚିହ୍ନ ଠାବ କଲା ବନ ବିଭାଗର ପାଟ୍ରୋଲିଂ ଟିମ । ଅଟେଇ ସରଂକ୍ଷିତ ଜଙ୍ଗଲରେ ପଡିଛି ମହାବଳ ବାଘର ପାଦ ଚିହ୍ନ । ୩୫ଟି ଟ୍ରାପ କ୍ୟାମେରା ସାହାଯ୍ୟରେ ବାଘକୁ ଖୋଜୁଛି ବନ ବିଭାଗ । ଏ ନେଇ କେନ୍ଦୁଝର ଡିଏଫଓ ଏଚଡି ଧନରାଜଙ୍କ ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login