The Ultimate Managed Hosting Platform
ADVERTISEMENT

ଦିନକ ପରେ ତୃତୀୟ ପର୍ଯ୍ୟାୟ ଭୋଟ, ରାଜଧାନୀର ବିଭିନ୍ନ ସ୍ଥାନରେ ସିଆରପିଏଫ ଓ କମିଶନରେଟ ପୋଲିସର ଫ୍ଲାଗମାର୍ଚ୍ଚ

Facebook
Twitter
LinkedIn

ଭୁବନେଶ୍ୱର : ଦିନକ ପରେ ପଡ଼ିବ ଭୋଟ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ ଓ ସିଆରପିଏଫ । କେଦାରନାଥାପଲ୍ଲି ସ୍ଥିତ ବସ୍ତିରେ ଫ୍ଲାଗମାର୍ଚ୍ଚ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବସ୍ତି ଅଂଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଛି । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରୁଛି ପୋଲିସ । କମିଶନରେଟ ପୋଲିସ ଓ ସିଆରପିଏଫ ଦ୍ୱାରା ବସ୍ତିରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login