ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ଦଲିପ ତାହିଲଙ୍କୁ ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅଭିନେତାଙ୍କୁ ଜେଲ ଦଣ୍ଡାଦେଶ ମିଳିବା ପରେ ଗିରଫ କରାଯାଇଛି । ତେବେ ଦଲିପ ତାହିଲଙ୍କୁ ଜେଲ ହେବା ପରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀରେ ଟେନସନ ଛାଇଯାଇଛି ।
ଖବର ମୁତାବକ, ଦଲିପ ତାହିଲଙ୍କୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରେ ୨ ମାସ ଜେଲ ଦଣ୍ଡାଦେଶ ଦଣ୍ଡିତ କରାଯାଇଛି । ୨୦୧୮ରେ ଅଭିନେତା ଦଲିପ ତାହିଲ ମୁମ୍ବାଇର ଖାର ଅଞ୍ଚଳରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇଥିଲେ । ନିଜ କାରରେ ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲେ । ଏଥିରେ ବସିଥିବା ଜଣେ ଯୁବକ ଓ ଯୁବତୀ ଗୁରୁତର ଆହତ ହୋଇଥିଲେ। ଏହାପରେ ପୀଡିତମାନେ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଥିଲେ । ଦଲିପ ତାହିଲଙ୍କ ମାମଲାରେ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ଦଣ୍ଡାଦେଶ ମିଳିଛି । ରିପୋର୍ଟକୁ ଧ୍ୟାନରେ ରଖି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଡାକ୍ତର ରିପୋର୍ଟ ଅନୁଯାୟୀ,ଅଭିନେତାଙ୍କ ଠାରୁ ମଦ ଗନ୍ଧ ବାରି ହୋଇପଡୁଥିଲା । ଏହି ସମୟରେ ଦଲିପ ନିଜେ ଚାଲିପାରୁନଥିଲେ । ଠିକ୍ ଭାବେ କହି ମଧ୍ୟ ପାରୁନଥିଲେ ।ଏହି ମାମଲାରେ ଦଲିପ ତାହିଲ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେତେବେଳେ ତାଙ୍କୁ ଖାର ପୋଲିସ ଷ୍ଟେସନରେ ଗିରଫ ମଧ୍ୟ କରାଯାଇଥିଲା । ପରେ ଜାମିନରେ ଦଲିପ ମୁକୁଳି ଯାଇଥିଲେ । ଏବେ ୫ ବର୍ଷ ପରେ ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ଶୁଣାଇଛନ୍ତି।
ଦଲିପ ତାହିଲଙ୍କୁ ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







