The Ultimate Managed Hosting Platform
ADVERTISEMENT

ଦମ ଅଛି ତ କୁହ ମେଣ୍ଟ ହେବନି-ପ୍ରଦୀପ ପାଣିଗ୍ରାହୀ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡିକୁ ଖୋଲା ଚାଲେଂଜ କଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ଦମ ଅଛି ତ ଏକା ଲଢବି ବୋଲି କୁହ କହିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯାଜପୁରରେ ମୋଦିଙ୍କ ସଭାର ସୁନାମୀ ଦେଖି ବିଜେଡି ଛାନିଆ । ମୁଖ୍ୟମନ୍ତ୍ରୀ ବିଚଳିତ , ଅସ୍ଥିର ହୋଇପଡିଛନ୍ତି । ମେଣ୍ଟ ଆଲୋଚନା ହୋଇନି ବୋଲି କାଲି ଆମ ସଭାପତି କହିସାରିଛନ୍ତି । ୧୧୨ ସିଟ ଜିତିଥିବା ବିଜେଡି ସିଧା କହୁନି ମେଣ୍ଟ ହେବନି ବୋଲି । ମେଣ୍ଟ ହେଲେ ପ୍ରଦୀପକୁ ଟିକେଟ ଦେବନି ବୋଲି ସର୍ତ୍ତ ଥିବା ଚର୍ଚ୍ଚା ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login