କୋଣାର୍କ ; ଘରେ ପଶି ଦମ୍ପତିଙ୍କୁ ହାଣି ଲୁଟିନେଲେ ଦୁର୍ବୁତ୍ତା ବଳଙ୍ଗା ଥାନା କମବରି ଗାଁରେ ଟେଣ୍ଟ ମାଲିକଙ୍କ ଘରୁ ଲୁଟ ହୋଇଛି । ମୁହଁରେ ଗାମୁଛା ବାନ୍ଧି ଘରେ ପଶି ଆକ୍ରମଣ କରି ଲୁଟ । ୧ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିବ ଅଭିଯୋଗ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବଳଙ୍ଗା ଥାନା ପୋଲିସ ତଦନ୍ତ କରୁଛି । ପ୍ରଥମେ ବାରିପଟ କବାଟ ଭାଙ୍ଗି ଦୁର୍ବୁତ୍ତ ମାନେ ଘରେ ପଶିଥିଲେ । ପରେ କୁମରଙ୍କ ଶୋଇବା ଘର କବାଟ ଭାଙ୍ଗିଥିଲେ ।
Views: 15