The Ultimate Managed Hosting Platform
ADVERTISEMENT

ଥାନା ପରିସରରେ IICଙ୍କୁ ଠେଲାପେଲା

Facebook
Twitter
LinkedIn

ଜଳେଶ୍ୱର : ପୋଲିସ-ଅଭିଯୋଗକାରୀ ଧସ୍ତାଧସ୍ତା । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ପରିସରରେ ଆଇଆଇସିଙ୍କ ସହ ଅଭିଯୋଗକାରୀଙ୍କ ଧସ୍ତାଧସ୍ତି ହୋଇଛି । ସୂଚନାନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ବନ୍ଧୁ ଘର ବାଲିଆପାଳ ଆସିଥିଲେ । ସେଠାରେ ତାଙ୍କ ଗାଡିର ନମ୍ବର ପ୍ଲେଟ ହଜିଯାଇଥିଲା । ଯାହାକୁ ନେଇ ଥାନାକୁ ଯାଇଥିଲେ ଯୁବକ । ସେଠାରେ ପୋଲିସ ସହ ତାଙ୍କର ଯୁକ୍ତି ହୋଇଥିଲା । ସେହି ସମୟରେ ଯୁବକ ଜଣକ ଭିଡିଓ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାକୁ ନେଇ ଥାନା ପରିସରରେ ଉତ୍ତେଜନା ଲାଗି ରହିଛି । ତେବେ ଯୁବକ ଜଣଙ୍କ ବର୍ତ୍ତମାନ ପୋଲିସ କଷ୍ଟଡି ଭିତରେ ରହିଥିବା ବେଳେ ଉଭୟ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login