The Ultimate Managed Hosting Platform
ADVERTISEMENT

ତପସ୍ୱିନୀ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ

Facebook
Twitter
LinkedIn

ସମ୍ବଲପୁର : ତପସ୍ୱିନୀ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ । ଭାଙ୍ଗିଲା ଟ୍ରେନ କାଚ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଭୋର ୫ .୪୫ ସମୟରେ ଲପଙ୍ଗା ଷ୍ଟେସନ ନିକଟରେ ତପସ୍ୱିନୀ ଟ୍ରେନ ହଟିଆ ଯାଉଥିବା ବେଳେ ୭ ନମ୍ବର ଏସି କୋଚରେ ପଥର ମାଡ଼ କରାଯାଇଥିଲା । ଟ୍ରେନ୍ କାଚ ଭାଙ୍ଗି ପଥର ବଗିରେ ଯାଇ ପଡ଼ିଥିବା କୁହାଯାଉଛି । ଯାତ୍ରୀମାନଙ୍କୁ କୌଣସି ପ୍ରକାର ଆଘାତ ଲାଗି ନ ଥିବା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ପଥରମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କିଏ ପଥରମାଡ଼ କଲା ତାହା ଜଣାପଡ଼ି ନାହିଁ । ଏନେଇ ଝାରସୁଗୁଡା ଆରପିଏଫରେ ଏକ ମାମଲା ରୁଜୁ ହୋଇଛି କ୍ଷ ତୁରନ୍ତ ଲପଙ୍ଗା ଷ୍ଟେସନକୁ ଝାରସୁଗୁଡା ଆରପିଏଫ ଜଣାଇବା ପରେ ଆରପିଏଫ ମାନେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login