The Ultimate Managed Hosting Platform
ADVERTISEMENT

ନେତାଜୀ ସେତୁ ଉପରେ ସିରିଜ ଦୁର୍ଘଟଣା

Facebook
Twitter
LinkedIn

କଟକ ; ସିରିଜ ଦୁର୍ଘଟଣା । ନେତାଜୀ ସେତୁ ଉପରେ ସିରିଜ ଦୁର୍ଘଟଣା ଘଟିଛି । ପଛକୁ ପଛ ପିଟାପିଟି ହେଲେ ୪ ଗାଡିା ଦୁର୍ଘଟଣା ଫଳରେ ୨ ଟି କାର କ୍ଷତିଗ୍ରସ୍ତ ହୋଇଛି । କୈାଣସି ଯାତ୍ରୀ ଆହତ ହୋଇ ନଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି । ତେବେ ଦୁର୍ଘଟଣାର କାରଣ ଜଣାପଡି ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login