The Ultimate Managed Hosting Platform
ADVERTISEMENT

ଡିଜେ ଆଜେକ୍ସଙ୍କ ମାନସିକ ଚାପରୁ ଆତ୍ମହତ୍ୟା : ଏସିପି

Facebook
Twitter
LinkedIn

ଭୁବନେଶ୍ୱର : ଡିଜେ ଆଜେକ୍ସ ମୃତ୍ୟୁ ଘଟଣା । ଜୋନ -୧ ଏସିପିଙ୍କ ପ୍ରତିକ୍ରିୟା । ଖାରବେଳ ନଗର ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ଯେଉଁ ମାନଙ୍କ ନାଁରେ ଅଭିଯୋଗ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ପ୍ରାଥମିକ ତଦନ୍ତରୁ ମାନସିକ ଚାପରୁ ଆତ୍ମହତ୍ୟା ଜଣାପଡିଛି । ପୋଷ୍ଟମର୍ଟମ ରିପୋର୍ଟ ଓ ଡିଜିଟାଲ ପ୍ରମାଣ ଆଧାରରେ ତଦନ୍ତ ହେବ ।

ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login