ନୂଆଦିଲ୍ଲୀ : ଜଣେ ଗୁରୁତର ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ପେଟରୁ ଡର୍ଜନ ଚାମଚ,ଟୁଥ୍ ବ୍ରସ,ଓ କଲମ ବାହାର କରାଯାଇଛି ।ଏହି ବ୍ୟକ୍ତିଙ୍କ ନାମ ହେଉଛି ସଚିନ । ସେ ନିଶାର ଆକ୍ରାନ୍ତ ଥିଲେ । ଯାହା ଫଳର ତାଙ୍କ ପରିବାର ଲୋକେ ତାଙ୍କୁ ନିଶା କେନ୍ଦ୍ରକୁ ପଠାଇ ଦେଇଥିଲେ । ଏଦି ଘଟଣାର ସେ ରାଗି ଯାଇ ଷ୍ଟିଲ ଚାମଚ,ଟୁଥ ବ୍ରସ ଏବଂକଲମ ଖାଇବା ଆରମ୍ଭ କରି ଦେଇଥିଲେ । କିଛି ଦିନ ପରେ ସଚିନଙ୍କ ଦହ ଖରାପ ହୋଇ ଯାଇଥିଲା । ଯାହା ଦ୍ୱାରା ତାଙ୍କୁ ଅସ୍ତ୍ରପଚାର କରିବାକୁ ପଡିଥିଲା ।ସତ ଜାଣିବା ପରେ ଡାକ୍ତର ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଶେଷରେ ଅସ୍ତ୍ରାପଚାର କରି ତାଙ୍କ ପେଟରୁ ଏହି ସବୁ ସାମଗ୍ରୀ ବାହାର କରାଯାଇଥିଲା ।ଡାକ୍ତରଙ୍କ ଏକ ଟିମ ସଚିନଙ୍କ ପେଟ ଭିତରୁ ୨୯ ଟି ଷ୍ଟିଲ ଚାମଚ,୧୯ ଟି ଟୁଥ୍ ବ୍ରସ,ଏବଂ ୨ ଟି କଲମ ବାହାର କରି ବାରେ ସଫଳ ହୋଇଥିଲେ ।ଡାକ୍ତରଙ୍କ ସୂଚନା ଅନୁସାରେ ସଚିନ ଏବେ ସୁସ୍ଥ ଅଛନ୍ତି । ସାଧାରଣତଃ ମାନସୀକ ବିକାର ଗସ୍ତ ରୋଗୀଙ୍କ ଠାର ଏଭଳି ଲକ୍ଷଣ ଦଖାଯାଇଥାଏ । ସୁସ୍ଥତା ପରେ ସଚିନଙ୍କୁ ତାଙ୍କ ଘରକୁ ପଠାଇ ଦିଆ ଯାଇଛି ।
ଡାକ୍ତର ହେଲେ ଆଶ୍ଚର୍ଯ୍ୟ; ରୋଗୀଙ୍କ ପେଟରୁ ବାହାରିଲା ୨୯ ଷ୍ଟିଲ ଚାମଚ, ୧୯ ଟୁଥବ୍ରସ ଏବଂ ୨ଟି କଲମ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...