The Ultimate Managed Hosting Platform
ADVERTISEMENT

ଟ୍ରେନ୍ ଧକ୍କାରେ ୩ ହରିଣ ମୃତ

Facebook
Twitter
LinkedIn

ଜଗତସିଂହପୁର : ଟ୍ରେନ ଧକ୍କାରେ ୩ ହରିଣ ମୃତ୍ୟୁ । ସୂଚନା ଅନୁଯାୟୀ, ଏପରି ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଗୋପାଳପୁର ଛକ ପୋଲିଆ ନିକଟରେ । ତେବେ ନିକଟରେ ଥିବା ଧଳତଙ୍ଗ ଗଡ଼ ଜଙ୍ଗଲରୁ ପଦାକୁ ଆସି ଟ୍ରେନ ଲାଇନ ପାରି ହେଉଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବନ ବିଭାଗ ମୃତ ହରିଣ ଗୁଡିକୁ ଜବତ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login