The Ultimate Managed Hosting Platform
ADVERTISEMENT

ଟ୍ରମ୍ପ କମାଇବେ ଟାରିଫ

Facebook
Twitter
LinkedIn

ନୂଆଦିଲ୍ଲୀ : ଥମିଲା ଆମେରିକା ଚୀନ ଟ୍ରେଡ ୱାର। ବର୍ଦ୍ଧିତ ଟାରିଫ ଉପରେ ୯୦ ଦିନ ପାଇଁ ସ୍ଥଗିତାଦେଶ ଜାରି ହୋଇଛି । ଉଭୟ ଦେଶ ମଧ୍ୟରେ ଆଲୋଚନାରୁ ଏନେଇ ସହମତି ହୋଇଛି । ଏହି ୯୦ ଦିନ ଭିତରେ ଆମେରିକା ଚୀନ ଉପରେ ଟାରିଫ ୧୪୫ ପ୍ରତିଶତରୁ ୩୦ ପ୍ରତିଶତକୁ କମାଇବାକୁ ଓ ଚୀନ ଆମେରିକା ଉପରେ ଟାରିଫ ୧୨୫ ପ୍ରତିଶତରୁ ୧୦ ପ୍ରତିଶତକୁ କମାଇବାକୁ ରାଜି ହୋଇଛନ୍ତି ।ଜେନେଭାରେ ଦୁଇ ଦିନ ଧରି ଆମେରିକା ଓ ଚୀନ ମଧ୍ୟରେ ଆଲୋଚନାରୁଏହି ସୁଫଳ ମିଳିଛି । ପୂର୍ବରୁ ଦୁଇ ଦେଶ ଭିତରେ ଘନେଇଥିଲା ଟାରିଫ ୱାର । ଆମେରିକା ଚୀନ ଉପରେ ବର୍ଦ୍ଧିତ ଟାରିଫ ଲାଗୁ କରିବା ପରେ ଚୀନ ମଧ୍ୟ ପଛଘୁଞ୍ଚା ଦେଇନଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login