ଭୁବନେଶ୍ୱର : ଜେଲରେ ଖାଲି ୱାର୍ଡର ପଦବୀ ପୂରଣ ପର୍ଯ୍ୟନ୍ତ ଜଗିବେ ହୋମଗାର୍ଡ । ଅସ୍ଥାୟୀ ଭାବେ ପ୍ରାୟେ ବର୍ଷେ ପର୍ଯ୍ୟନ୍ତ ଡ୍ୟୁଟି କରିବାକୁ ନିଦେ୍ର୍ଦଶ । ଯଦି ଅଧିକ ଦରକାର ପଡେ ନିୟମିତ ନିଯୁ୍କ୍ତି ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ୬ ଶହ ୱାର୍ଡର ପଦବୀ ଖାଲି ପଡିଥିବାରୁ ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ବ୍ୟବସ୍ଥା । ବର୍ତ୍ତମାନ ୱାର୍ଡର ପଦବୀ ପୂରଣ ପ୍ରକ୍ରିୟା ଜାରି ରହିଥିବାରୁ ଦାୟିତ୍ୱରେ ରହିବେ । ଏ ନେଇ ଜେଲ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଏସପିଙ୍କୁ ଚିଠି ।
Views: 56











