The Ultimate Managed Hosting Platform
ADVERTISEMENT

ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର !

Facebook
Twitter
LinkedIn

ଭୁବନେଶ୍ୱର : ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା । ୨୧ କ୍ରିଉ ମେମ୍ବର ଥିବା ସୂଚନା ପରେ ସୁରକ୍ଷା କଡାକଡି । ଏ ନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା । ମେରାଇନ ପୋଲିସ, ସିଆଇଏସଏଫ , କଷ୍ଟମ ବିଭାଗକୁ ଅବଗତ କଲା । ୧ ପାକିସ୍ତାନୀ କ୍ରୀୟୁ ମେମ୍ବର ଥିବାର ସୂଚନା ଇମିଗ୍ରେସନ ବିଭାଗରୁ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି । ତୈଳ ଖଲାସ ହେବ ପର୍ୟ୍ୟନ୍ତ ମେରାଇନ ପୋଲିସ,ପାରାଦୀପ ବନ୍ଦର,କଷ୍ଟମ ବିଭାଗ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ କଷ୍ଟମ ବିଭାଗ ।
କୋଷ୍ଟ ଗାର୍ଡ ପକ୍ଷ ରୁ ନଜର ରହିଛି। ସେମାନଙ୍କୁ ପାରାଦୀପ ବନ୍ଦରକୁ ଆସିବାକୁ ଦିଆଯିବ ନାହିଁ। ତୈଳ ଖଲାସ ପରେ ସେମାନେ ସେଠାରୁ ପଳାଇବେ। ଏନେଇ ସୂଚନା ଦେଇଛନ୍ତି କୋଷ୍ଟ ଗାର୍ଡ ଏଡିଜେ ଅରୁଣ ବୋଥ୍ରା। ଅନ୍ୟପଟେ ଏଡିଜେ ଆଇନ ଶୃଙ୍ଖଳା ସଞ୍ଜୟ କୁମାର କହିଛନ୍ତି, ଏହି ଘଟଣା ନେଇ ଆମର ନଜର ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login