The Ultimate Managed Hosting Platform
ADVERTISEMENT

ଜଳିଗଲା କପଡା ଦୋକାନ

Facebook
Twitter
LinkedIn

ଗୁଣପୁର : କପଡା ଦୋକାନରେ ବଡ ଧରଣର ଅଗ୍ନିକାଣ୍ଡ । ଗୁଣୁପୁର ପୁରୁଣା ବସ ଷ୍ଟାଣ୍ଡ ନିକଟ କପଡା ଦୋକାନରେ ନିଆଁ । ଲକ୍ଷାଧିକ ଟଙ୍କାର କପଡା ପୋଡି ନଷ୍ଟ ହୋଇଥିବା ସୂଚନା । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଡ୍ରେସ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ପରେ ତିନି ମହଲା କୋଠା ଉପରେ ଫସି ରହିଥିଲେ ୪ ଜଣ । ଗୁଣୁପୁର ଓ ଗୁମଡ଼ା ଦୁଇଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୪ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ନିଆଁକୁ ଲିଭାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login