The Ultimate Managed Hosting Platform
ADVERTISEMENT

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କୀ ନିହତ

Facebook
Twitter
LinkedIn

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର କିସ୍ତୱାରାରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ଆଉ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଅପରେସନ୍ ଜାରି ରହିଛି । ସେପଟେ ଏଲଓସି ଅଖନୁର ସେକ୍ଟରରେ ଆତଙ୍କାବଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି ଜଣେ ଆର୍ମୀ ଅଫିସର ।ଏନକାଉଣ୍ଟର ବେଳେ ଜଣେ JCOଙ୍କ ଦେହରେ ଗୁଳି ଲାଗିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅଖନୁର ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ସେ ମୁକାବିଲା କରିଥିଲେ । ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଥିବା ଆର୍ମୀ ପକ୍ଷରୁ ସୂଚନା ଦିଆଯାଇଛି । ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଛି ସେନା ।କିସ୍ତୱାର ଏନକାଉଣ୍ଟରରେ ଜୈଶ କମାଣ୍ଡର ସୈଫୁଲ୍ଲା ମଧ୍ୟ ନିହତ ହୋଇଥିଲା । ଏନକାଉଣ୍ଟରରେ ନିହତ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ସୈଫୁଲ୍ଲା, ଫରମାନ ଏବଂ ବାଶାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login