The Ultimate Managed Hosting Platform
ADVERTISEMENT

ଛତିଶଗଡ-ତେଲେଙ୍ଗାନା ସୀମାନ୍ତରେ ଏନକାଉଣ୍ଟର

Facebook
Twitter
LinkedIn

ବିଜାପୁର : ଛତିଶଗଡ-ତେଲେଙ୍ଗାନା ସୀମାନ୍ତରେ ଏନକାଉଣ୍ଟର । ବିଜାପୁର ଜିଲ୍ଲା କରେଗୁଟ୍ଟା ଜଙ୍ଗଲରେ ୩ ମାଓବାଦୀ ନିହତ । ମାଓବାଦୀ ଲୁଚିଥିବା ନେଇ ଅଞ୍ଚଳରେ ସର୍ଚ୍ଚ ଅପରେସନ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ । ଏବେବି ଗୁଳିବିନିମୟ ଜାରି ରହିଛି । ଅପରେସନରେ MI ୧୭ ହେଲିକପ୍ଟର ଏବଂ ଡ୍ରେନ ନିୟୋଜିତ ରହିଛି । ଛତିଶଗଡ଼, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ତିନି ରାଜ୍ୟର ସୁରକ୍ଷାକର୍ମୀ ଅପରେସନରେ ସାମିଲ ହୋଇଛନ୍ତି । ତିନି ହଜାରରୁ ଊର୍ଦ୍ଧ୍ବ ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ସୂଚନା । ଅପରେସନ ପରେ ଆଉ କେତେ ମାଓବାଦୀ ମୃତାହତ ହୋଇଛନ୍ତି ତାର ସ୍ପଷ୍ଟ ସୂଚନା ମିଳିପାରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login