The Ultimate Managed Hosting Platform
ADVERTISEMENT

ଚୀନକୁ ଲାଗିଲା ଝଟକା: ମଙ୍ଗୋଲୀୟ ବାଳକ ହେଲେ ବୈଦ୍ଧ ଧର୍ମର ତୃତୀୟ ଧର୍ମଗୁରୁ

Facebook
Twitter
LinkedIn

ନୂଆଦିଲ୍ଲୀ : ବୌଦ୍ଧ ଧର୍ମକୁ ମିଳିଲେ ତୃତୀୟ ଧର୍ମଗୁରୁ । ବୌଦ୍ଧ ଧର୍ମର ବରିଷ୍ଠ ନେତା ଦଲାଇଲାମା ଆମେରିକୀୟ ବଂଶୋଦ୍ଭବ ମଙ୍ଗୋଲୀୟ ବାଳକକୁ ବୌଦ୍ଧ ଧର୍ମର ସବୁଠୁ ମହତ୍ୱପୂର୍ଣ୍ଣ ତୃତୀୟ ଆଧ୍ୟାମିôକ ନେତା ଭାବେ ଅଭିହିତ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ, ଏହି ଖୁସିରେ ପାଖାପାଖି ୬୦୦ ମଙ୍ଗୋଲୀୟ ଆଧ୍ୟାତ୍ମକ ନେତାଙ୍କଙ୍କ ପାଇଁ ଉତ୍ସବ ପାଳନ କରିଛନ୍ତି । ୮୭ ବର୍ଷୀୟ ଧମଗୁରୁ ଦଲାଇଲାମା ୮ ବର୍ଷର ବାଳକକୁ ଧର୍ମଗୁରୁ ଭାବେ ଘୋଷଣା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ, ଧର୍ମଗୁରୁ ଭାବ ଘୋଷିତ ହୋଇଥିବା କୁନି ବାଳକ ଯାଆଁଳା ଭାଇଙ୍କ ଭିତରୁ ଜଣେ । ତାଙ୍କୁ ୧୦ତମ ଖଲଖା ଜେଟସନ୍ ଧମ୍ପା ରିନପୋଛେଙ୍କ ପୁନର୍ଜନ୍ମ ବୋଲି କହିଛନ୍ତି ଧର୍ମଗୁରୁ ଦଲାଇଲାମା । ବୌଦ୍ଧ ଧର୍ମରେ ଧର୍ମଗୁରୁଙ୍କର ପୁନର୍ଜନ୍ମକୁ ବେଶ୍ ଗୁରୁତ୍ୱ ଦିଆଯାଉଥିବାବେଳେ ଏପରି ,କ ମହୋତ୍ସବ ହିମାଚଳପ୍ରଦେଶର ଧର୍ମଶାଳାରେ ଅନୁଷ୍ଠିତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login