The Ultimate Managed Hosting Platform
ADVERTISEMENT

ଗହଣା ଦୋକାନରୁ ଲୁଟ

Facebook
Twitter
LinkedIn

ଜଳେଶ୍ୱର : ବିଳମ୍ବିତ ରାତିରେ ସଟର ତାଡି ଗହଣା ଦୋକାନରୁ ଲୁଟ । କମର୍ଦ୍ଦା ଥାନା ବେଲଦା ହାଟପଦା ନିକଟ ଗହଣା ଦୋକାନରୁ ଲୁଟ । କେତେ ଟଙ୍କାର ସୁନା ଗହଣା ଲୁଟ ହୋଇଛି , ପୋଲିସର ତଦନ୍ତ ।
ଅନ୍ୟପଟେ ସାଲେପୁରରେ ବୋମାମାଡ଼ ପରେ ଲୁଟ୍ ଘଟଣାରେ ତନାଘନା । ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ବଜାରରେ ସୁନାଗହଣା ଲୁଟ୍ ଘଟଣାରେ ପୋଲିସର ତନାଘନା । ଏସଡିପିଓ ଓ ନିଶ୍ଚିନ୍ତକୋଇଲି ଆଇଆଇସିଙ୍କ ମିଳିତ ସହଯୋଗରେ ଆଖପାଖ ସିସିଟିଭି ଯାଞ୍ଚ କରିବା ସହିତ ଅନ୍ୟ ଅଞ୍ଚଳକୁ ଯାଇ ମଧ୍ୟ ପୋଲିସ ଖୋଜା ଖୋଜି କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login