The Ultimate Managed Hosting Platform
ADVERTISEMENT

ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା “ଜୈବ ବିବିଧ ଐତିହ୍ୟ”

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ବଲାଙ୍ଗୀର ବରଗଡ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଐତିହ୍ୟ ପାହାଡରେ ରହିଛି ପ୍ରଚୁର ପରିମାଣର ଔଷଧ । କାହିଁ କେଉଁ କାଳରୁ ଶହ ଶହ ଔଷଧୀୟ ଗଛ ସହିତ ପ୍ରାକୃତିକ ମୂଲ୍ୟବାନ ପଦାର୍ଥ ରହିଛି । ଖାଲି ସେତିକି ନୁହେଁ ବିରଳ ସରୀସୃପ , ଜଙ୍ଗଲୀ ଜନ୍ତୁ , ପଶୁପକ୍ଷୀ ବିରଳ ପ୍ରଜାପତି ଭଳି ଜୀବ ବସବାସ କରନ୍ତି ଏଠି । ପୈାରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ବହୁ ଗୁରୁତ୍ୱବହନ କରେ । ଏହାର ଗୋଟିଏ ପଟେ ପ୍ରସିଦ୍ଧ ନୃସିଂହ ନାଥ ମନ୍ଦିର । ଏବଂ ଅନ୍ୟପଟେ ହରିଶଙ୍କର ମନ୍ଦିର ରହିଛି । ପ୍ରତିଥର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ଏଠି ହୁଏ । ବହୁ ବର୍ଷରୁ ଗନ୍ଧମାର୍ଦ୍ଦନକୁ ବାଓ ଡାଇଭରସିଟି ହେରିଟେଜ ମାନ୍ୟତା ପାଇଁ ଦାବି ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

ADVERTISEMENT

Login