ବାରିପଦା : କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ , ଅବସ୍ଥା ସଂକଟାପନ୍ନ । ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଯୁକ୍ତ ୨ ଛାତ୍ରଙ୍କୁ ଛୁରାମାଡ । ସାମାନ୍ୟ ବଚସାରୁ ଛୁରାମାଡ କଲେ ଆଉ ଜଣେ ଛାତ୍ର । ଗୁରୁତର ଛାତ୍ର ଜଣଙ୍କ ପିଆରଏମ ମେଡିକାଲରେ ଭର୍ତ୍ତି । ଛୁରାମାଡ କରିଥିବା ଛାତ୍ରକୁ କୁଳିଅଣା ପୋଲିସର ଜିମା ଦେଲେ ଅନ୍ୟ ଛାତ୍ର ।
Views: 93











