The Ultimate Managed Hosting Platform
ADVERTISEMENT

କମିଶନରେଟ ପୁଲିସର ସଫଳତା, କ୍ରାଇମ ସିଣ୍ଡିକେଟକୁ ଗିରଫ କଲା ପୁଲିସ

Facebook
Twitter
LinkedIn

ଭୁବନେଶ୍ୱର : କମିଶନରେଟ ପୁଲିକୁ ବଡ ସଫଳତା । କ୍ରାଇମ ସିଣ୍ଡିକେଟ ଗିରଫ । ସିଣ୍ଡିକେଟର ମୁଖ୍ୟ ରଶ୍ମି ସମେତ ୬ ଅଭିଯୁକ୍ତ ଗିରଫ । ସେମାନଙ୍କ ନିକଟରୁ ମିଳିଛି ୫ଟି ଅତ୍ୟାଧୁନିକ ବନ୍ଧୁକ । ୨୦୧୪ ରୁ ଆକ୍ଟିଭ ଥିଲା ଏହି ଗ୍ୟାଙ୍ଗ । ଏମାନଙ୍କ ଭିତରୁ କେନ୍ଦ୍ରାପଡା ଓ ଖୋର୍ଦ୍ଧାରେ ହୋଇଥିବା ୨ଟି ହତ୍ୟାକାଣ୍ଡରେ ଥିଲେ ୱାଣ୍ଟେଡ । ବିହାରରୁ ବନ୍ଧୁକ ଆଣି ଓଡ଼ିଶାର ଭିଭିନ୍ନ ସ୍ଥାନରେ ସପ୍ଲାଏ କରୁଥିଲା ଓ ସ୍ପେଶାଲ ସ୍କୱାର୍ଡ ଏମାନଙ୍କୁ ଗିରଫ କରିଛି । ବାଲି ମାଫିଆ, କଣ୍ଟ୍ରାକ୍ଟ କିଲିଂ, ସୁପାରୀ କିଲିଂ ଓ ଦାଦାବଟି ରେ ଥିଲା ଏମାନଙ୍କ ହାତ ଓ ବନ୍ଧୁକ ଚାଲନରେ ଏମାନେ ସିଦ୍ଧହସ୍ତ ଓ କେନ୍ଦ୍ରାପଡାରେ ଅପହରଣ, ହତ୍ୟା ଓ ମୃତ ଦେହକୁ ପୋଡ଼ିଦେବା ଘଟଣାରେ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login