ଭୁବନେଶ୍ୱର : ସୁରଙ୍କ କଂଗ୍ରେସ ଇନିଂସ ଶେଷ । ଏଥର କଂଗ୍ରେସ ପ୍ରାର୍ଥୀ ଜଟଣୀରୁ ସନ୍ତୋଷ ଜେନା । ୨୦୨୪ରେ ସୁରଙ୍କ ବଦଳରେ ସନ୍ତୋଷଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଦୀର୍ଘ ୪୪ ବର୍ଷ ଧରି ଗଡ ବଜାୟ ରଖିଥିଲେ ବରିଷ୍ଠ କଂଗ୍ରେସ ନେଲା । ୬ ଥରର ବିଧାୟକ ହେଉଛନ୍ତି ସୁର । ୧୯୮୦ ମସିହାରୁ ଜଟଣୀରୁ ଲଢି ଆସୁଛନ୍ତି । ୨୦୧୯ ନିର୍ବାଚନରେ ଜଟଣୀରୁ ବିଜେଡି ଦଳର ପ୍ରାର୍ଥୀ ମବିଭୂତି ଭୂଷଣ ବଳବନ୍ତରାୟଙ୍କୁ ହରାଇ ୬୮ ହଜାର ୮୯୫ ଭୋଟରେ ବିଜୟୀ ହୋଇଥିଲେ ସୁର ।
Views: 81











