ନୀଳଗିରି : ଯାତ୍ରୀବାହୀ ବସ ଓଲଟି ୨୦ରୁ ଅଧିକ ଆହତ । ଟ୍ରକକୁ ସାଇଡ ଦେବାକୁ ଯାଇ ରାସ୍ତାକଡକୁ ଓଲଟିଲା ବସ । ବାଲେଶ୍ୱରରୁ ଉଦଳା ଯିବା ବେଳେ ଭାଲୁକାଶୁଣି ନିକଟରେ ଦୁର୍ଘଟଣା ଘଟିଛି । । ଉଦ୍ଧାର କାର୍ୟ୍ୟରେ ଲାଗିଛ ସ୍ଥାନୀୟ ଲୋକେ । ବାଲେଶ୍ଵରରୁ ଉଦଳା ଯାଉଥିଲା ମାମା ବସ । ହେଲେ ଦେବଜାନି ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବସ୍ ।
Views: 23