ଭୁବନେଶ୍ୱର : ଏମ୍ସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ମାଷ୍ଟର ମାଇଣ୍ଡ ଶିବା ପ୍ରଧାନ ଅଟକ । ମାରଣାସ୍ତ୍ର ସହ ଉଠାଇନେଲା ଖଣ୍ଡଗିରି ଥାନା ପୋଲିସ । ପୂର୍ବରୁ ୪ ଅଭିଯୁକ୍ତ ମାମଲାରେ ଗିରଫ ହୋଇଥିଲେ । ଅକ୍ଟୋବର ୧୩ରେ ଜମିବାଡି ବିବାଦରୁ ହତ୍ୟା କରାଯାଇଥିଲା । ରାଜ୍ୟ ବାହାରକୁ ଖସିବାକୁ ଉଦ୍ୟମ ବେଳେ ଗିରଫ ହୋଇଛି ସୁଧାଂଶୁ । ଗତ ମାସ ୧୩ତାରିଖରେ ସୁଧାଂଶୁଙ୍କୁ ପଏଣ୍ଟ ବ୍ୟାଙ୍କରୁ ଗୁଳି କରିଥିଲା ଅଭିଯୁକ୍ତ । ର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ଏବେ ବନ୍ଧା ହୋଇଛି ସଦାଶିବ ପ୍ରଧାନ ଓରଫ ଶିବା ।
Views: 29











