ଏକାକୀ ଲଢିବTVK , ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ସୁପରଷ୍ଟାର ବିଜୟ
ନୂଆଦିଲ୍ଲୀ : ରାଜନୀତିକୁ ଆଉଜଣେ ସୁପରଷ୍ଟାର ଅଭିନେତାଙ୍କ ଏଣ୍ଟ୍ରି । ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି ମାରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାମିଲ ସୁପରଷ୍ଟାର ବିଜୟ । ଏକାକୀ ଲଢ଼ିବ ବିଜୟଙ୍କ ଦଳ TVK । ପୂର୍ବରୁ ଅନେକ ସାଉଥ ସୁପରଷ୍ଟାର ରାଜନୀତିକୁ ଏଣ୍ଟ୍ରି ମାରିସାରିଛନ୍ତି । ପୱନ କଲ୍ୟାଣ ଆନ୍ଧ୍ରର ଡେପୁଟି ସିଏମ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
Views: 23