The Ultimate Managed Hosting Platform
ADVERTISEMENT

ଉତ୍ତପ୍ତ ଇରାନ, ରେକର୍ଡ ୮୨ ଡିଗ୍ରୀ

Facebook
Twitter
LinkedIn

ତେହରାନ : ଉତ୍ତପ୍ତ ଇରାନ । ଇରାନ୍ରେ ବିଶ୍ବର ସର୍ବୋଚ୍ଚ ତାପମାତ୍ରା ଅନୁଭୂତ ହୋଇଛି। ଏହା ରେକର୍ଡ ୮୨.୨ ଡିଗ୍ରି ସେଣ୍ଟିଗ୍ରେଡ୍ ଛୁଇଁଥିବା ବେଳେ ବାୟୁର ଆର୍ଦ୍ରତାଙ୍କ (ଡିଉ ପଏଣ୍ଟ) ୩୬.୧ ଡିଗ୍ରି ସେଣ୍ଟିଗ୍ରେଡ୍ ରହିଛି। ଗୁରୁବାର ଦାରିସ୍ତାନ ବିମାନବନ୍ଦର ନିକଟରେ ବାୟୁ ତାପମାତ୍ରା ୩୮.୯ ଡିଗ୍ରି ସେଣ୍ଟିଗ୍ରେଡ୍ ରହିଥିଲା ଓ ସାପେକ୍ଷ ଆଦ୍ରତା ୮୫ ପ୍ରତିଶତ ରହିଥିଲା। ବାୟୁମଣ୍ଡଳର ଏହି ସ୍ଥିତି ଶୁକ୍ରବାର ଅତି ଉଦ୍ବେଗଜନକ ଭାବେ ଅନୁଭୂତ ତାପମାତ୍ରାକୁ ୮୨ ଡିଗ୍ରି ଯାଏଁ ବୃଦ୍ଧି କରାଇଥିଲା। ଏହି ତାପମାତ୍ରା ପୃଥିବୀର ସର୍ବକାଳୀନ ରେକର୍ଡ ହେବାକୁ ଯାଉଥିବା ବିଶେଷଜ୍ଞମାନେ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login