ଦକ୍ଷିଣ ଲେବାନନରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ହମାସରେ ମଧ୍ୟ ଆଇଡିଏଫ ପକ୍ଷରୁ ଜୋରଦାର ଆକ୍ରମଣ । ୨୪ ଘଣ୍ଟାରେ ଗାଜାରେ ୨୬୬ ଲୋକଙ୍କ ମୃତ୍ୟୁ । ଇସ୍ରାଏଲ ଆକ୍ରମଣରେ ୧୭୭ ଶିଶୁଙ୍କ ସମେତ ୨୬୬ ଜଣଙ୍କ ମୃତ୍ୟୁ । ଇସ୍ରାଏଲର ବୋମାମାଡରେ ୩୦ ପାଲେଷ୍ଟାଇନ ମୃତ । ରବିବାର ଠାରୁ ଆରମ୍ଭ କରି ସୋମବାର ପର୍ୟ୍ୟନ୍ତ ଗାଜା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି ରଖିଛି । ଗତ ୨୪ ଘଣ୍ଟା ମଧ୍ୟରେ ହିଜବୁଲର ପ୍ରାୟ ୬ ଜଣ କମାଣ୍ଡର ସମେତ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଏହା ଇସ୍ରାଏଲ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।ଇସ୍ରାଏଲର ଆକ୍ରମଣ ନେଇ ସତର୍କ କଲା ଇରାନ । ଆକ୍ରମଣ ଜାରି ରହିଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ।
ଗାଜାରେ ୨୪ ଘଣ୍ଟାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏପର୍ୟ୍ୟନ୍ତ ଉଭୟ ପକ୍ଷରୁ ୪୭୦୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ଯାଇଥିବା ବେଳେ ୧୪୨୪୫ ଲୋକ ଆହତ ହୋଇଛନ୍ତି । ଯୁଦ୍ଧ ବଢୁଥିବାରୁ ଲୋକଙ୍କୁ ଉତ୍ତର ଗାଜା ଛାଡ଼ି ପଳାଇଯିବାକୁ ସାନି ଚେତାବନୀ ଜାରି କରିଛି ଆଇଡିଏଫ । ଏୟାର ଷ୍ଟ୍ରାଇକ ବଢ଼ିବା ପରେ ଉତ୍ତର ଗାଜା ଛାଡ଼ି ଜେରୁଜେଲମ ପଳାଉଛନ୍ତି ଲୋକେ । ଗାଜାରେ ୪୦ ପ୍ରତିଶତ ଘର ଧ୍ବଂସ ହୋଇ ଗଲାଣି ।
ଇସ୍ରାଏଲର ଜୋରଦାର ଆକ୍ରମଣ, ସତର୍କ କଲା ଇରାନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଚୀନ ଉପରେ ଆମେରିକାର ୧୦୦% ଟାରିଫ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ ବୋମା । ଚୀନ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ ।...
ଜଳିଗଲା କାର , ଅଳ୍ପକେ ବର୍ତ୍ତିଲେ ୩
ଲମତାପୁଟ : କାର ହିଟର ଲଗାଇ ଶୋଇଥିବା ବେଳେ ଘଟିଲା ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ସମ୍ପୁର୍ଣ୍ଣ କାର । ଅଳ୍ପକେ ବର୍ତ୍ତିଲେ ୩ ଜଣ...
ପଦ୍ମ ଧରିବେ ଜୟ ଢୋଲକିଆ !
ଭୁବନେଶ୍ୱର : ଆଜି ବିଜେପିରେ ମିଶି ପାରନ୍ତି ଜୟ ଢୋଲକିଆ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ...
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...